କେନ୍ଦ୍ର ଅବହେଳା ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ ବିଜେଡି
ରାଜ୍ୟସଭାରେ ନବୀନ ପଟ୍ଟନାୟକ ବିଜେପି ହାତ ଛାଡ଼ିବା ତାଙ୍କୁ ମାହାଙ୍ଗା ପଡ଼ିବ। ଆଗାମୀ ଅଧିବେଶନରେ କଡା ଆଭିମୁଖ୍ୟ ଦେଖାଇବ ବିଜେଡି । କେନ୍ଦ୍ର ଅବହେଳା ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ ବିଜେଡି I ଶେଷ ହେଲା ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ଯକ୍ଷତା ରେ ବସିଥିଲା ବୈଠକ । ସମସ୍ତ ସାଂସଦଙ୍କ ସର୍ବସମ୍ମତି କ୍ରମେ ନବୀନ ହେଲେ ସଂସଦୀୟ ଦଳ ଅଧକ୍ଷ ।ଅଧିବେଶନରେ ଓଡିଶାକୁ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଇଲା ରାୟଲିଟି,ରେଲୱେ ରେ ଅବହେଳା,ଆଦିବାସୀଙ୍କୁ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି ।ଏନେଇ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ | ଟ୍ରିପଲ ଇଞ୍ଜିନ ସରକାର ଅଛି ମହାନଦୀ ଜଳ କେମିତି ଓଡିଶାକୁ ଆସିବ ସମାଧାନ କରନ୍ତୁ ।*ନବୀନ ସ୍ପଷ୍ଟ କରିଛନ୍ତି ନବୀନ ବାବୁ ସାଥ ଛାଡିଛନ୍ତି। ରାଜ୍ୟସଭାରେ ବିଜେପିର 84 ଟି ସାଂସଦ ଅଛନ୍ତି । ନବୀନ ବାବୁ ବିଜେପିର ହାତ ଛାଡ଼ିବା ତାଙ୍କୁ ମହଙ୍ଗା ପଡିବ | ନବୀନ ସ୍ପଷ୍ଟ କରିଛନ୍ତି ରାଜ୍ୟ ସଭାରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ *।ତାଙ୍କ ଦଳ ଓଡ଼ିଶା ପାଇଁ କଣ ରୋଡ ମ୍ୟାପ କରୁଛି ଆଗାମୀ ଦିନରେ ଜଣା ପଡିବ |
35 total views