ଏ ନିର୍ବାଚନ ପରିବର୍ତ୍ତନର ନିର୍ବାଚନ : ସଚିନ ପାଇଲଟ
କଂଗେସ ଦଳ ଅନେକ ଆଗକୁ ବଢିଛି l 10 ବର୍ଷ ଭାଜପା ସରକାର ପରେ ବର୍ତ୍ତମାନ ପରିବର୍ତନ ର ଆବଶ୍ୟକତା ରହିଛି l ଭାଜପା ର ଦୁର୍ନିତୀ ଭ୍ରଷ୍ଟାଚାରର ତାଲିକା ସମ୍ବନ୍ଧରେ ସାରା ଦେଶ ଜାଣିଛି l ଆଜି ସାରା ଦେଷର ରେ କଂଗ୍ରେସ୍ ର ଇସ୍ତାହାର କୁ ନେଇ ଚର୍ଚ୍ଚା ହେଉଛି l ଏହି ରାଜ୍ୟରେ ଆଜି ଅନେକ ସଫଳ କାର୍ଯ୍ୟକ୍ରମ ହୋଇଚି l ଓଡ଼ିଶା ଭିତରେ ତ୍ରିକୋନିଆ ଲଢେ଼ଇ ହେଉନି କାରଣ bjd ଓ bjp ଏଠାରେ ମିଶିକରି ରହିଅଛନ୍ତି l ଏ ଦେଶରେ ଯେଉଁ ସାମ୍ବିଧାନିକ ସଂସ୍ଥା ରହିଛି ସେଗୁଡିକୁ କ୍ଷତି ପହଞ୍ଚ ଯାଉଛି l ନିର୍ବାଚନ ସମୟର କଂଗ୍ରେସ ର ବ୍ୟାଙ୍କ ଖାତା ବନ୍ଦ କରିଦିଆଯାଇଛି ୨ ମୂଖ୍ୟମନ୍ତ୍ରୀ ମାନଙ୍କୁ ଜେଲ ରେ ଭର୍ତ୍ତି କରାଯାଉଛି ଭାଜପା ଉପରୁ ଲୋକଙ୍କ ଭରସା ତୁଟି ଗଲାଣି l ଭାଜପା ର ବଡ ନେତା ମାନେ କହିଚନ୍ତି ଆମେ ସମ୍ବିଧାନ କୁ କୌଣସି କ୍ଷତି ପହଞ୍ଚିଆଇବୁ ନାହିଁ କିନ୍ତୁ ବାସ୍ତବରେ ଏହାର ଆବଶ୍ୟକତା କଣ? ଆମ ନେତା ମାନେ ତ ସରକାର୍ କରିବା ସମୟରେ ଏପରି ଶପଥ ନିଅନ୍ତି ନାହିଁ l କଂଗ୍ରେସ ଆସିଲେ ଧାନ ର Msp ବଢ଼ାଇବୁ, ଶ୍ରମିକଙ୍କ ଉନ୍ନତି ହେବ ସବୁ ବର୍ଗର ଲୋକେ ଙ୍କୁ ଗୁରୁତ୍ବ ଦିଆଯିବ l ଯେଉଁ ରାଜ୍ୟରେ ଲୋକ ସିଧସଳଖ ଭାଜପା ସହ ଲଢୁଚନ୍ତି ସେହି ରାଜ୍ୟରେ କଂଗ୍ରେସ ର ବହୁତ ଭଲ ସ୍ଥିତି ରହିଛି l ପୂର୍ବରୁ ବିରୋଧି ସରକାର ଉପରେ ଚର୍ଚ୍ଚା କରିଥିଲେ ବର୍ତମାନ ଓଲଟା ହେଉଛି ଭାଜପା ସରକାର ଆମ କୁ ନେଇ ଚର୍ଚ୍ଚା କରୁଚନ୍ତିl ଆମେ ଯେଉଁ ସବୁ ଯୋଜନା ଆରମ୍ଭ କରିବାକୁ ଚେଷ୍ଟା କରୁଛି ଭାଜପା ସେସବୁ କୁ ବିରୋଧ କରିଛି l କମ୍ୟୁନିଷ୍ଟ ଚିନ୍ତା ଧାରାର ପରିଦର୍ଶନ କରି ଭାଜପା ସବୁ ବେଳେ ବିରୋଧ କରି ଆସିଛି l ତେଣୁ ଏହି ସରକାର୍ ଉପରୁ ଲୋକଙ୍କ ମନ ଉଠି ସରିଛି l BJD କୁ ଭୋଟ ଦେବା bjp କୁ ଦେବା ସହ ସମାନ ଏହା ଲୋକେ ଜାଣନ୍ତି l ଆମେ ଓଡ଼ିଶା ରାଜ୍ୟରେ ଆମେ ଜିତିବା ପାଇଁ ଲଢ଼ୁଛୁ , ବହୁମତ ରେ ଜିତିବା ସୁନିଶ୍ଚିନ୍ତ l
74 total views