ତୃତୀୟ ପର୍ଯ୍ୟାୟରେ ଭୋଟ ଦେବେ ପ୍ରାୟ ୯୯ ଲକ୍ଷ ଭୋଟର୍
ତୃତୀୟ ପର୍ଯାୟ ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନଅଧିକାରୀ ଙ୍କ ସାମ୍ବାଦିକ ସମ୍ମିଳନୀ | ତୃତୀୟ ପର୍ଯାୟ ନିର୍ବାଚନ ପାଇଁ ମତଦାନ ଆସନ୍ତା 25 ତାରିଖରେ ହେବ | 6 ଟି ସଂସଦୀୟ ଓ 42 ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ | 98.41 ଲକ୍ଷ ଭୋଟର ମତଦାନ କରିବେ | 48.30 ପୁରୁଷ ଭୋଟର ମତଦାନ କରିବେ | 46.18 ମହିଳା ଭୋଟର | ଯୁବ ଭୋଟର ଙ୍କ ସଂଖ୍ୟା 21 % | 3 ହଜାର ଭୋଟ ଘରେ ଭୋଟ ଦେଇଛନ୍ତି | 31 ହଜାର ରୁ ଅଧିକ ପୋଷ୍ଟାଲ ଭୋଟ ଦେଇଛନ୍ତି | ପୁରୀ, ଭୁବେନେଶ୍ୱର, କଟକ, ଖୋର୍ଦ୍ଧା, କେଉଁଝର ଓ ସମ୍ବଲପୁର ରେ 64 ସାଂସଦ ପ୍ରାର୍ଥୀ | 55 ପୁରୁଷ 9 ମହିଳା | 383 ଜଣ ବିଧାୟକ ପ୍ରାର୍ଥୀ | 339 ପୁରୁଷ ଓ 44 ଜଣ ମହିଳା ପ୍ରାର୍ଥୀ | 10 ହଜାର 551 ପୋଲିଂ ବୁଥ | 15 ସହ ପୋଲିଂ ବୁଥ ମହିଳା ଙ୍କ ଦ୍ୱାରା ପରିଚାଳିତ ହେବ | 121 CAPF ମୃତୟନ |ନିର୍ବାଚନପରିଚାଳନା ପାଇଁ 70 ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି |
6 ଟି ସଂସଦୀୟ କ୍ଷେତ୍ର ରୁ 12 କୋଟି 22 ଲକ୍ଷ ଟଙ୍କା ଜବତ | 12 କୋଟି 83 ଲକ୍ଷ ମଦ ଜବତ |ମୋଟ 87 କୋଟି ଜବତ | ସେହିପରି 263 କୋଟି ଟଙ୍କା ସାରା ରାଜ୍ୟ ରୁ ଜବତ | ଭୁବନେଶ୍ୱରରୁ 9.664 ଲକ୍ଷ | କଟକ ରୁ 16.30 ଲକ୍ଷ | ପୁରୀ ରୁ 2.82 ଲକ୍ଷ ଜବତ |
66 total views